31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକାଞ୍ଜିପାଣି ଘାଟିର ହଳଦୀପାଣି ଗାଁ ନିକଟରେ ବୋଲେରୋ ଦୁର୍ଘଟଣା ଗ୍ରସ୍ତ , ଡ୍ରାଇଭର ଗୁରୁତର

କାଞ୍ଜିପାଣି ଘାଟିର ହଳଦୀପାଣି ଗାଁ ନିକଟରେ ବୋଲେରୋ ଦୁର୍ଘଟଣା ଗ୍ରସ୍ତ , ଡ୍ରାଇଭର ଗୁରୁତର

କାଞ୍ଜିପାଣି: କାଞ୍ଜିପାଣି ଥାନା ଅନ୍ତର୍ଗତ ହଳଦୀପାଣି ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ।ବୋଲେରୋ ଟି କେନ୍ଦୁଝର ରୁ ତେଲକୋଇ କୁ ଆସୁଥିବା ବେଳେ ବିଳମ୍ବିତ ରାତି ପ୍ରାୟ ୧୨ ବେଳକୁ କୈଣସି କାରଣରୁ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଏକ ପଥରରେ ବାଡେଇ ହୋଇ ଓଲଟି ପଡିଥିଲା ।ଫଳରେ ବୋଲେରୋ ଗାଡିର ଗୋଟିଏ ଡୋର ମଧ୍ୟ ଗାଡିରୁ ବାହାରି ଯାଇଥିବା ଦେଖିବାକୁ ମିଳିଛି ।ଦୁର୍ଘଟଣା ରେ ବୋଲେରୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଖବର ପାଇ କାଞ୍ଜିପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking