34.1 C
Bhubaneswar
Friday, March 29, 2024
Homeଓଡିଶାଅମ୍ଳଜାନ ସିଲିଣ୍ଡର ପହଞ୍ଚାଇଲେ ମାହେଶ୍ୱରୀ ସଂଗଠନ

ଅମ୍ଳଜାନ ସିଲିଣ୍ଡର ପହଞ୍ଚାଇଲେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର : ମାହେଶ୍ୱରୀ ସବୁବେଳେ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ତତ୍ପର, କରୋନା ମହାମାରୀ ସମୟରେ ଯେତେବେଳେ ସାଧାରଣ ଜ୍ୱର ହେଉଥିବା ଜାଣି ମଧ୍ୟ ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି । ଏହି ପରି ସମୟରେ ମାହେଶ୍ୱର ସଦସ୍ୟମାନେ ବଲାଙ୍ଗିର ସହର ନିକଟସ୍ଥ ମଲମୁଣ୍ଡା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ କିନ୍ତୁ ହଠାତ୍ ଅମ୍ଲଜାନ ସ୍ତର ଅତ୍ୟନ୍ତ ତଳକୁ ଖସି ମୁର୍ମୁଶଃ ଅବସ୍ଥାରେ ଥିବା ଜାଣି ମାହେଶ୍ୱରୀ ର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭାନ କୁମାର ଅଗ୍ରୱାଲ, ସଂଯୋଜକ ପ୍ରିତିଶ କୁମାର ସାହୁ, ସାହିଲ ସିଂହ ଗଡତ୍ୟା ଅମ୍ଲଜାନ ସିଲିଣ୍ଡର ପହଞ୍ଚାଇ ତାଙ୍କ ଅମ୍ଲଜାନ ସ୍ତରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବାରେ ପ୍ରଚେଷ୍ଟା କରିଥିଲେ । ଯେଉଁଥିରେ ବ୍ୟକ୍ତି ଜଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ଜନିତ କଷ୍ଟରୁ ମୁକ୍ତି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking