ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଂଚେଶ୍ୱର ଥାନା ଭାଗବତ ସନ୍ଧାନ ସ୍ଥିତ ଘର ଭିତରେ ଝୁଲନ୍ତା ମୃତଦେହ । ରାତିରେ ପଡୋଶୀ ଘରେ ସ୍ୱାମୀଙ୍କ ସହ ମିଶି ଭୋଜି କରିଥିଲେ । ସକାଳେ ନିଜ ଘର ଭିତରେ ମୃତଦେହ ମିଳିବାକୁ ନେଇ ସସପେନ୍ସ । ରାତିରେ କଣ ଘଟିଲା ଯେ ମହିଳା ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ । ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। … Continue reading ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ