ହାଇକୋର୍ଟରେ ଡଙ୍ଗା ବୁଡ଼ି ମାମଲା; ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେର୍ଶ
କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଡଙ୍ଗାବୁଡି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍.ଏସ. ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ରେ ହେବ । ଶୁଣାଣି ବେଳେ ୨୦୦୪ ବୋଟ୍ ନିୟମ ଠିକ୍ କାର୍ଯ୍ୟକାରୀ କରାଯାଉ ନଥିବା ଆବେଦନକାରୀ ଅଭିଯୋଗ ଆଣିଥିଲେ । ପଞ୍ଜୀକରଣ ହୋଇ ନଥିବା କେତେ ଡଙ୍ଗା ଚିହ୍ନଟ କରାଯାଇଛି, ଲାଇଫ୍ ଜ୍ୟାକେଟ … Continue reading ହାଇକୋର୍ଟରେ ଡଙ୍ଗା ବୁଡ଼ି ମାମଲା; ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେର୍ଶ
Copy and paste this URL into your WordPress site to embed
Copy and paste this code into your site to embed