ରିଜେଣ୍ଟ ମାର୍କେଟରେ ବିଏନଏସ ୧୬୩

ସୁନ୍ଦରଗଡ: ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସହ ପରସ୍ପରକୁ ଢେଲାପଥର ମାଡ। ଏହି ଗୋଷ୍ଠୀ ସଂଘର୍ଷରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟୂନ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବିଏନଏସ ୧୬୩ ଜାରି କଲା ପ୍ରଶାସନ। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ୍ ଥାନା ଅଧୀନରେ ଥିବା ରିଜେଣ୍ଟ ମାର୍କେଟ ନିକଟରେ ସକାଳ ପ୍ରାୟ ୧୧ଟା ସମୟରେ ଏକ ଛୋଟ ଝଗଡ଼ାକୁ … Continue reading ରିଜେଣ୍ଟ ମାର୍କେଟରେ ବିଏନଏସ ୧୬୩