38.8 C
Bhubaneswar
Friday, April 19, 2024
Homeଓଡିଶାବିଏମ୍‌ସି ସହ ୩ଜିଲ୍ଲା ରେଡ୍‌,୧୧ଜିଲ୍ଲା ଅରେଞ୍ଜ, ୧୬ଜିଲ୍ଲାକୁ ଗ୍ରୀନ୍

ବିଏମ୍‌ସି ସହ ୩ଜିଲ୍ଲା ରେଡ୍‌,୧୧ଜିଲ୍ଲା ଅରେଞ୍ଜ, ୧୬ଜିଲ୍ଲାକୁ ଗ୍ରୀନ୍

‌ଭୁବନେଶ୍ୱର : ରାଜ୍ୟ ସରକାର ଆଜି ନୂଆ ନିୟମାବଳୀ ଜାରି ସହ କେଉଁ କେଉଁ ଜିଲ୍ଲାଗୁଡ଼ିକ ରେଡ୍ ଜୋନ୍ , ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନ୍ ତାହା ନିର୍ଦ୍ଧାରଣ କରିଛନ୍ତି । ଏଥିରେ ଭୁବନେଶ୍ୱର ମହାନଗର ନିଗମ ସହ ୩ଜିଲ୍ଲାକୁ ରେଡ୍ ଜୋନ୍‌, ୧୧ଜିଲ୍ଲାକୁ ଅରେଞ୍ଜ ଜୋନ୍ ଓ ୧୬ ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।

ରେଡ୍ ଜୋନ୍

ଭଦ୍ରକ,ବାଲେଶ୍ୱର,ଯାଜପୁର ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)

ଅରେଞ୍ଜ୍ ଜୋନ୍‌

ଖୋର୍ଦ୍ଧା (ବିଏମ୍‌ସି ବ୍ୟତିତ)
ସୁନ୍ଦରଗଡ଼,କେନ୍ଦ୍ରାପଡ଼ା ,କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଢ଼େଙ୍କାନାଳ, କଳାହାଣ୍ଡି , ଗଞ୍ଜାମ,

ଗ୍ରୀନ୍ ଜୋନ୍‌

ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର ,ଗଜପତି , ଜଗତସିଂହପୁର, କନ୍ଧମାଳ , ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୟାଗଡ଼ , ନୂଆପଡ଼ା , ରାୟଗଡ଼ା, ସୋନପୁର, କଟକ ଓ ପୁରୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking