28.1 C
Bhubaneswar
Friday, March 29, 2024
Homeକରୋନାଅମିତାଭ ବଚ୍ଚନଙ୍କ ବାସସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଅମିତାଭ ବଚ୍ଚନଙ୍କ ବାସସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ମୁମ୍ବାଇ : କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇସ୍ଥିତ ବାସଭବନ ‘ଜଲସା’କୁ ବିଶୋଧନ କରିବା ପାଇଁ ପହଞ୍ଚିଛନ୍ତି ମୁମ୍ୱାଇ ମହାନଗର ନିଗମର କର୍ମଚାରୀ। ଗତକାଲି ବିଗ୍ ବି ଏବଂ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିବା ପରେ ତାଙ୍କର ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀ ଏଥିପାଇଁ ପ୍ରସ୍ତୁତ ହୋଇ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ଜ୍ଝ ବିଶୋଧନ ସମୟରେ ସମସ୍ତ ସଦସ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରହିଛି କଡା ନିର୍ଦ୍ଦେଶ । ଏଣୁ ସମସ୍ତ ବିଶୋଧକ ଟିମ୍ କିଟ୍ ସହିତ ପୁରା ସତର୍କତା ଅବଲମ୍ବନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking