22.1 C
Bhubaneswar
Sunday, January 23, 2022
Homeଓଡିଶାଗଞ୍ଜାମର ଦୁଇଟି ଵିଚକୁ ମିଳିବ ବ୍ଲୁ ଫ୍ଲାଗ ମାନ୍ୟତା

ଗଞ୍ଜାମର ଦୁଇଟି ଵିଚକୁ ମିଳିବ ବ୍ଲୁ ଫ୍ଲାଗ ମାନ୍ୟତା

ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ଏବଂ ବନ ବିଭାଗ ର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ରେ ଦୁଇଟି ବିଚକୁ ବ୍ଲୁ ଫ୍ଲାଗ ମାନ୍ୟତା ଦେବା ପାଇଁ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ । ଆସନ୍ତା ଅକ୍ଟୋବର ମାସ ସୁଧା ଶେଷ କରିବା ସମ୍ବନ୍ଧରେ ସ୍ଥାନୀୟ ଡିଏଫଓଙ୍କ ସହିତ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଲୋଚନା କରିଛନ୍ତି । ମନ୍ତ୍ରୀ କହିଛନ୍ତି, ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପରେ ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅପାର ସମ୍ଭାବନା ସୃଷ୍ଟି ହୋଇ ପାରିବ। ଗତ ଦୁଇ ଦିନ ତଳେ ବିଭାଗୀୟ ସଚିବ ଓ ନିର୍ଦେଶକ ଉକ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ସମୀକ୍ଷା କରିଥିଲେ । ଏବେ ମନ୍ତ୍ରୀ ଜିଲ୍ଲା ଗସ୍ତ କରି ଭିତିଭୂମି ବୁଝିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking