ଫାଣ୍ଡି ସାମ୍ନାରେ ରକ୍ତପାତ,ଦଂପତିଙ୍କୁ ମରଣାନ୍ତକ ଆକ୍ରମଣ

ନୀଳଗିରି : ଫାଣ୍ଡି ଆଗରେ ଦଂପତିଙ୍କୁ ମରଣାନ୍ତକ ଆକ୍ରମଣ । ଫାଣ୍ଡିରେ ଅଭିଯୋଗ କରି ଫେରିଲା ବେଳେ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ଗୁରୁତର ଦଂପତିଙ୍କୁ ଈଶ୍ୱରପୁର ମେଡିକାଲରେ ଭର୍ତ୍ତି । ଦଂପତି ବାହାବଳପୁର ଗାଁର, ଜମିଜମା ସମ୍ପର୍କିତ ଅଭିଯୋଗ ପାଇଁ ଆସିଥିଲେ । ପଡୋଶୀଙ୍କ ନାଁରେ ଅଭିଯୋଗ କରିବାକୁ ଆସିଥିବା ବେଳେ ଆକ୍ରମଣ । ୧୦ ରୁ ୧୫ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍ ଫାଇନାଲରେ ସୁରକ୍ଷା ବ୍ୟବସ୍ଥାକୁ … Continue reading ଫାଣ୍ଡି ସାମ୍ନାରେ ରକ୍ତପାତ,ଦଂପତିଙ୍କୁ ମରଣାନ୍ତକ ଆକ୍ରମଣ