ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଦାଗ; ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପ

ଜୟପୁର: ରାଜସ୍ଥାନର ଜୈସଲମର ଜିଲ୍ଲାରେ ଲଜ୍ଜା । ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ । ପାପୀ ପାଲଟିଲା ପିତା । ନିଜ ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ପିତା । ଏହାପରେ ନାବାଳିକାକୁ ଗୁରୁତର ଅବସ୍ଥାରେ ମାଆ ଉଦ୍ଧାର କରିଥିବା ଜଣାପଡ଼ିଛି । ଘରେ କେହି ନଥିବା ବେଳେ ପାପୀ ପିତା ଏପରି ଘୃଣ୍ୟ କାଣ୍ଡ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପିତାକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି … Continue reading ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ ଦାଗ; ୫ ବର୍ଷର ଝିଅକୁ ଦୁଷ୍କର୍ମ କଲା ବାପ