28.1 C
Bhubaneswar
Wednesday, April 24, 2024
Homeଓଡିଶାନିହାର ଡଙ୍ଗ ରେ ପାଳିରେ ଜନ୍ନ ଦିନ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ *ଜନ୍ମଦିନରେ ରକ୍ତଦାନ...

ନିହାର ଡଙ୍ଗ ରେ ପାଳିରେ ଜନ୍ନ ଦିନ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ *ଜନ୍ମଦିନରେ ରକ୍ତଦାନ କଲେ ବିକ୍ରମ*

ଯାଜପୁର.( ଓଏନଏ): ଯାଜପୁର ରୋଡ ଗୋଷ୍ଠୀr ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମଦିନରେ ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ। ରାଜ୍ୟରେ ଯେଭଳି କରୋନା ସଂକ୍ରମଣବଢୁଛି କୌଣସି କରୋନା ସଂକ୍ରମଣ ବ୍ୟକ୍ତିଙ୍କର ରକ୍ତ ଅଭାବ ନହେଉ ସେଥିପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଏଭଳି ସମୟରେ ସମସ୍ତେ ରକ୍ତଦାନ କରିବାକୁ ସଚେତନତା କରିବାକୁ ନିଜର ଜନ୍ମଦିନରେ ରକ୍ତଦାନ କରିଛନ୍ତି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଶ୍ରୀ ବିଶ୍ୱାଳ। ଆଜି ନିଜେ ଜଣେ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦାନ କରିଥିଲେ ବିକ୍ରମ । ପ୍ରତିବର୍ଷ ନିଜ ଜନ୍ମଦିନରେ ମଧ୍ୟ ବିକ୍ରମ ଏହିଭଳି ରକ୍ତ ଦାନ କରୁଥିବାର ନଜିର ରହିଛି । ଏହି କାର୍ଯ୍ୟକ୍ରମରେ ବିଜେପି ବ୍ୟାସନଗର ଜିଲ୍ଲା ପ୍ରତିନିଧି ନିରଞ୍ଜନ ଘଡେ଼ଇ, ଉପ ସଭାପତି ମନୋଜ ଦାସ,କ୍ଳବ ଦି ୟୁଥମାସ ସମ୍ପାଦକ ରାଜେଶ ରାଉତ, ପ୍ରକାଶ ଜେନା, ଅରୁଣ ଦାସ, ଆଶିଷ ଦାସ, ସନ୍ଦୀପ ପରିଡ଼ା, ଅଭିଳାଷ ସାହୁ, ସିଦ୍ଧାର୍ଥ ବିଶାଳ, ରୂପକ ରାଜ, ବିଶ୍ୱଜିତ୍ ରାଉତଙ୍କ ସମେତ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking