ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ବ୍ଲକ ବେରୁଦା ପଂଚାୟତରେ ରେଡକ୍ରସ ଓ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ପାଂଉଣ୍ଡେସନର ସଦସ୍ୟ, ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କୋରୋନା ସମୟରେ ରକ୍ତସଂକଟ ଦୂର ପାଇଁ ନିୟମିତ ଭାବେ ରକ୍ତ ସଂଗ୍ରହ କରୁଛି ପାଂଉଣ୍ଡେସନ ।

LEAVE A REPLY

Please enter your comment!
Please enter your name here