34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମୋଦିଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ମୋଦିଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ: ଭାରତୀୟ ଜନତାପାର୍ଟି, ନୟାଗଡ ଆନୁକୂଲ୍ୟରେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜି ଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ 52ୟୁନିଟ ରକ୍ତ ସଂଗ୍ରହ ହୋଇ ଥିଲା। ଏହି ରକ୍ତ କୁ ନୟାଗଡର ମୁଖ୍ୟ ଚିକିତ୍ସା ଳୟ ବ୍ଲଡ଼ ବ୍ୟାଙ୍କ ର ସମ୍ପର୍କ ଅଧିକାରୀ ବିଭୁତି ବାବୁ ଙ୍କ ସହାୟତା ରେ କରୋନାର ନିୟମ ପାଳନ କରି ନୟାଗଡ ମୁଖ୍ୟ ଚିକିତ୍ସା ଳୟ କୁ ହସ୍ତାନ୍ତର କରା ଯାଇଥିଲା। ଏଥିରେ ଇରାନୀ ରାୟ ଙ୍କ ସହ ଲାଲା ମନୋଜ ରାୟ ଏବଂ ଅନ୍ୟ ସଦସ୍ୟ ଯୋଗଦେଇ ରକ୍ତ ଦାନ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking