34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଗାଇସିଲେଟରେ କମଳ ବଣ୍ଟନ

ଗାଇସିଲେଟରେ କମଳ ବଣ୍ଟନ

ବରଗଡ: ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ପାଞ୍ଚ ବର୍ଷଧରି କାମ କରିଆସୁଥିବା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ପୂର୍ବରୁ କରୋନା ସମୟରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ବର୍ତ୍ତମାନ ବହୁତ ଶୀତ ହେବାରୁ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ସମ୍ପାଦକ ଶ୍ରୀମାନ କୀର୍ତ୍ତନ ଦାସ ସରଧାପାଳି ପଂଚାୟତର ନୁଅପାଲି, କଟାବାହଲ ପଞ୍ଚାୟତର କଟାବାହଲ୍ ଓ ବୁରୋମୁଣ୍ଡା ପଞ୍ଚାୟତର ଯୁଗିମଠ ଓ ବଇଦ ପାଲି ଗ୍ରାମର ୨୦୦ ରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking