34.1 C
Bhubaneswar
Thursday, April 25, 2024
Homeଅପରାଧବ୍ଲାକମେଲ କରି ନାବାଳିକାଙ୍କୁ ଦୁଷ୍କର୍ମ

ବ୍ଲାକମେଲ କରି ନାବାଳିକାଙ୍କୁ ଦୁଷ୍କର୍ମ

ଭଦ୍ରକ: ଦିନକୁ ଦିନ ନାରୀ ମାନଙ୍କ ପ୍ରତି ଦୁଷ୍କର୍ମ, ଅତ୍ୟାଚାର, ଅନ୍ୟାୟ ଭଳି ଘଟଣା ବଢିବାରେ ଲାଗିଛି । ହାଇଦ୍ରାବଦ ଏବଂ ପୁରୀ ଦୁଷ୍କର୍ମ କଥା ମନରୁ ନଲିଭୁଣୁ ପୁଣି ଏଭଳି ଏକ ଲଜ୍ଜା ଜନକ ଘଟଣା ଭଦ୍ରକ ଖପରପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ପିଡୀତା ଜଣକ ନାବାଳିକା ଥିବା ଜଣାପଡିଛି ।
ସୂଚନା ଅନୁସାରେ, ୩ମାସ ଧରି ଏପରି ଭାବେ ବ୍ଲାକମେଲିଂ କରି ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଉଥିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ଏପରିକି ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିଲା ଅଭିଯୁକ୍ତ । ଏବେ ପରିବାର ଲୋକଙ୍କ ଅଭିଯୋଗ ପରେ ଧୁଷୁରି ପୁଲିସ ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତର ଦୁଇ ଭାଇଙ୍କୁ ଅଟକ ରଖିଛି ପୁଲିସ ।
https://onakhabar.com/2019/12/04/road-romeo-got-beaten/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking