ଗୁଣିଗାରେଡି ସନ୍ଧେହରେ ବୃଦ୍ଧଙ୍କୁ ହତ୍ୟା !

ସୁନ୍ଦରଗଡ: ଗାଁ ରାସ୍ତାରେ ପଡିଛି ବୃଦ୍ଧଙ୍କ ମୃତଦେହ ।  କିଞ୍ଜିରିକେଲା ଥାନା କୁଲବା ଗାଁ ରାସ୍ତାରେ ପଡିଛି ମୃତଦେହ । ମୃତକ କୁଲବା ଗାଁର ବୋଲି ଜଣାପଡିଛି । ଆଉ ଏହି ହତ୍ୟା  ଗୁଣିଗାରେଡି ସନ୍ଦେହରେ ହୋଇଥିବା ସୂଚନା । ଏହି ଖବର ପାଇ ଗାଁରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ବସ୍ ଦୁର୍ଘଟଣା: ବର୍ତ୍ତିଗଲେ ୨୦ ଯାତ୍ରୀ