27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦିଲ୍ଲୀରେ ୬୨୦ ବ୍ଲାକ ଫଙ୍ଗସ ରୋଗୀ

ଦିଲ୍ଲୀରେ ୬୨୦ ବ୍ଲାକ ଫଙ୍ଗସ ରୋଗୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ବ୍ଲାକ ଫଙ୍ଗସଜନିତ ମାମଲା ଦୃତଗତିରେ ବଢୁଥିବା ଦେଖିବାକୁ ମିଳିଛି । ଏବେ ସେଠାରେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୬୨୦ ହୋଇସାରିଛି ।  ସୋମବାର ପର୍ଯ୍ୟନ୍ତ ୫୦୦ ମାମଲା ଥିବା ନେଇ ସୂଚନା ରହିଥିଲା ।  ଏ ସଂକ୍ରମଣ ଜନିତ ମାମଲା ବଢିବା ସହିତ ଅନ୍ୟପଟେ ଏହାର ମେଡିସିନ ଅଭାବ ବି ଚ।।ଲେଂଜ ସୃଷ୍ଟି କରୁଛି । ଏବେ ଏହାକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କଥା ଫିଙ୍ଗା ଫିଙ୍ଗି ଚାଲିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ଏହାର ମେଡିସିନ ନଦିଆଯିବା କାରଣରୁ ଏହି ସମସ୍ୟା ଉପୁଜିଛି ।  ସେ କହିଛନ୍ତି ଦିଲ୍ଲୀକୁ ପ୍ରତିଦନ ବ୍ଲାକ ଫଙ୍ଗସ ପାଇଁ ୩୫୦୦ ଇଂଜେକ୍ସନ ଦରକାର । ହେଲେ କେନ୍ଦ୍ର କେବଳ ୪୦୦ ଇଂଜେକ୍ସନ ଦେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking