34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ପହଂଚିଲା ୧୧୭୧୭

ଦେଶରେ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ପହଂଚିଲା ୧୧୭୧୭

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ସଂକ୍ରମଣ ମଧ୍ୟରେ ବ୍ଲାକ ଫଙ୍ଗସ ମାମଲା ବଢିଚାଲିଛି ।  ଭାରତରେ ବୁଧବାର ବ୍ଲାକ ଫଙ୍ଗସରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୧୭ ହୋଇଛି । ଏଥିରେ ଅଧିକ ମାମଲା ଗୁଜୁରାଟରୁ ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୨୮୫୯ ମାମଲା ମିଳିଛି ।  ସେପଟେ ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଏମ୍ଫଟୋରିସିନ ବି ର ୨୯୨୫୦ ଆବଣ୍ଟନ କରାଯାଇଛି । ଏମ୍ଫଟୋରିସିନ ବି ର ବ୍ୟବହାର ମ୍ୟୁକରମାଇକୋସିସ ଉପଚାର ପାଇଁ ବ୍ୟବହାର କରାଯାଏ । ଏହାକୁ ବ୍ଲାକ ଫଙ୍ଗସ ବି କୁହାଯାଏ । ଏହାହେଉଛି ଦୁର୍ଲଭ ସାଂଘାତିକ ସଂକ୍ରମଣ , ଯାହା କୋଭିଡ ୧୯ ରୋଗୀଙ୍କ ନିକଟରେ ଦେଖାଯାଏ । ଏହାଦ୍ୱାରା ନାକ, ଆଖି, ସାଇନଓ ଓ ଅନେକ ଥର ମସ୍ତିଷ୍କ ଉପରେ ବି ପ୍ରଭାବ ପଡିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking