26.1 C
Bhubaneswar
Friday, March 29, 2024
Homeଓଡିଶାବ୍ଲାକ ଫଙ୍ଗସ ପାଇଁ ରାଜ୍ୟସ୍ତରୀୟ କମିଟି

ବ୍ଲାକ ଫଙ୍ଗସ ପାଇଁ ରାଜ୍ୟସ୍ତରୀୟ କମିଟି

ଭୁବନେଶ୍ୱର: ବ୍ଲାକ ଫଙ୍ଗସ ପାଇଁ ରାଜ୍ୟସ୍ତରୀୟ କମିଟି ଗଠିତ ହେବ ।ସାତ ଜଣ ବିଶେଷଜ୍ଞ ଡାକ୍ତର ଙ୍କୁ ନେଇ ଏହି କମିଟି ଗଠନ ହୋଇଛି ।

ଏସସିବିି  ମାଇକ୍ରୋବାୟୋଲଜିିିି ବିଭାଗର ମୁଖ୍ୟ କମିଟିର ଅଧକ୍ଷା ରହିବେ । କମିଟିରେ ଇ ଏଣ୍ଟି, ଛାତି ରୋଗ ସଦସ୍ୟ ରହିବେ । କରୋନରୁ ସୁସ୍ଥ ପରେ ରୋଗୀ ବ୍ଲାକ ଫଙ୍ଗସ ରେ ଆକ୍ରାନ୍ତ ହେଉଛନ୍ତି । ଏହି କମିଟି ବିଭିନ୍ନ ହସ୍ପିଟାଲ ରେ ଥିବା କରୋନା ରୋଗୀଙ୍କ୍କ ସ୍ବାସ୍ଥ୍ୟ ତର୍ଜମା କରି । ପରେ ତର୍ଜମା ସରିବା ପରେ କମିଟି ଗଠନ ହେ ।

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking