ଝାରସୁଗୁଡାରେ ନବଙ୍କୁ କଳାପତାକା

ଭୁବନେଶ୍ୱର: ନିଜ ଅଂଚଳରେ ମନ୍ତ୍ରୀ ନବ ଦାସଙ୍କୁ କଳାତାକା ପ୍ରଦର୍ଶନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଓଏମପି ଛକରେ ପ୍ରଦର୍ଶନ ହୋଇଛି । ସର୍କିଟ ହାଉସ ଯିବା ବେଲେ କଳାପତାକା ପ୍ରଦର୍ଶନ କରିଥିଲେ ବିଜେି କର୍ମୀ । ମନ୍ତ୍ରୀ ନବ ଦାସ ଓ ସୁଶାନ୍ତ ସିଂହ ଯିବା ବେଳେ କଳା ତାକା ଦେଖାଇଲେ । କଳା ପତାକା ଦେଖାଇଥିବା ୫ ବିଜେପି କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

LEAVE A REPLY

Please enter your comment!
Please enter your name here