ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

*ନିର୍ବାଚନ ହାରିଯିବା ଭୟରେ ମହିଳା, ଛାତ୍ରଛାତ୍ରୀ ଓ ଯୁବକଙ୍କୁ ଟଙ୍କା ବାଂଟୁଛି ବିଜେଡି : ଗୋଲକ ମହାପାତ୍ର*  ପରଜଙ୍ଗ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁ ଏକ ଦଳୀୟ ମିଶ୍ରଣ ପର୍ବରେ ମହିଳାମାନଙ୍କୁ ଶାଢ଼ି ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଲଉଘଂନ କରିଛନ୍ତି  ସ୍ପେସିଆଲ ଡେଭେଲପମେଂଟ କାଉନସିଲ ସଦସ୍ୟ ତଥା ସରକାରୀ ଅଧିକାରୀ ଶ୍ରୀ କରୁଣାକର ହେମ୍ରମ ମଧ୍ୟ ଉପସ୍ଥିତ ଥିଲେ  ଧାରା ୧୭୧(ବି),(ଇ) ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଉ  … Continue reading ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ