ନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ

ଭୁବନେଶ୍ୱର: ଇସିଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି । ୩ ବର୍ଷରୁ ଉର୍ଦ୍ଧ୍ୱ ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଥିଲା । ନିରପେକ୍ଷ ନିର୍ବାଚନ ନେଇ ଡିସେମ୍ବର ୧ରେ ଇସି ବଦଳି ଚିଠି କରିଥିଲେ । ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ତ୍ୱେ କୌଣସି ପ୍ରକିୟା ଆରମ୍ଭ ହୋଇନି । ରାଜ୍ୟରେ ୧୦ … Continue reading ନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ