ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ । ମୁଖ୍ୟ ସଚେତନ ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକମାନେ ଭେଟିଲେ । ଜୟନାରାୟଣଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ନିଜ ମତ ରଖିଛନ୍ତି ମୋହନ । ଜୟନାରାୟଣଙ୍କୁ ମାରିଦେବାକୁ ଅରୂପ ପଟ୍ଟନାୟକ ଧମକ ଦେଇଛନ୍ତି । ବିଧାନସଭା ନଆସିବା ପାଇଁ ଚକ୍ରାନ୍ତ କରାଯାଉଥିବା କହିଲେ ମୋହନ ମାଝୀ । ସୄଚନା ମୁତାବକ,ରାଜ୍ୟପାଳଙ୍କୁ ଫେରାଦ ପରେ … Continue reading ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି