ସମ୍ବଲପୁରରେ ପହଂଚିଲେ ବିଜେପି ପ୍ରତିନିଧି ଦଳ

ସମ୍ବଲପୁର: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ ଘଟଣା । ସମ୍ବଲପୁର ସହରରେ ପହଂଚିଲେ ବିଜେପି ପ୍ରତିନିଧି ଦଳ । ବିଧାୟକ ନାଉରୀ ନାଏକ, ସୁକେଶ ମହାଲିଙ୍ଗ, ଲଳିତେନ୍ଦୁ ବିଦ୍ୟାଧର ପହଂଚି ଘରୋଇ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଲେ ପ୍ରତିନିଧି ଦଳ । ଗ୍ରୀଷ୍ମପ୍ରବାହ: ସତର୍କ କରାଇଲେ ଏସଆରସି