27.1 C
Bhubaneswar
Thursday, April 25, 2024
Homeଓଡିଶାକଂଗ୍ରେସ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ବିରୋଧରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ କଂଗ୍ରେସ ବିରୋଧରେ । ଜୟପୁର ରଜାନହର ଛକ ଠାରୁ ଏକ ରାଲିରେ ବାହାରି ମୁଖ୍ୟ ରାସ୍ତା ଦେଇ ପହଞ୍ଚିଥିଲେ ଜୟପୁର ମୁଖ୍ୟଟ୍ରାଫିକ ଛକ ପର୍ଯ୍ୟନ୍ତ । ଉପସ୍ଥିତ ଥିଲେ ପ୍ରାୟଶହେ ମହିଳା ପୁରୁଷ କର୍ମୀ । ରାହୁଲ ଗାନ୍ଧୀଙ୍କ ଫଟଚିତ୍ରରେ ଅଣ୍ଡା ଟମାଟ ମାଡ଼ କୋରୀ କଂଗ୍ରେସ ବିରଧରେ ନାରା ବାଜି କରିବା ସହ ନଗର ବିଜେପିରୋ ସଭାପତିଙ୍କ ନେତୃତ୍ୱରେ କୁଶ ପୁତ୍ତଳିକା ଦାହା କରୀଥୀଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking