ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କ ଜୟନ୍ତୀ ଉପଲକ୍ଷେ ବିଜେପି କାର୍ଯ୍ୟାଳୟ ଉଦଘାଟିତ

କୋରାପୁଟ: ପଣ୍ଡିତ ଦିନଦୟାଲ ଜୟନ୍ତୀ ଉପଲକ୍ଷେ ବିଜେପି କାର୍ଯ୍ୟାଳୟ ଉଦଘାଟିତ। କୋରାପୁଟ ଜିଲ୍ଲା ନନ୍ଦପୁର ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟୟଙ୍କଙ୍କ ଜୟନ୍ତୀ ପାଳନ ଅବସରରେ ନନ୍ଦପୁର ବ୍ଲକର ପାତୁଲୁଙ୍ଗଗ୍ରାମ ପଞ୍ଚୟାତର ହାଟଗୁଡାଠାରେ ବିଜେପି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପୂର୍ବତନ ସାଂସଦ ବରିଷ୍ଠ ନେତା ଜୟରାମ ପାଙ୍ଗିଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ଜୟନ୍ତୀ ପାଳନ କରିଥିବା ଦେଖିବାବୁ ମିଳିଛି।

LEAVE A REPLY

Please enter your comment!
Please enter your name here