ବିଜେପି ଏକା ଲଢିବା ସମ୍ଭାବନା

ଭୁବନେଶ୍ୱର : ମେଣ୍ଟ ଆଲୋଚନା ନେଇ ବିଜେପି ନେତା ପୃଥ୍ୱୀରାଜଙ୍କ ପ୍ରତିକ୍ରିୟା । ସେ ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି କହିଲେ ପୃଥ୍ୱୀରାଜ । ସଭାପତି କେନ୍ଦ୍ରୀୟ ନେତୃତ୍ୱ ଆଗରେ ସ୍ପଷ୍ଟ ମତାମତ ରଖିଛନ୍ତି । ଆମେ ଏକାକୀ ଲଢିଲେ ଭଲ କରିବୁ ବୋଲି ରାଜ୍ୟ ସଭାପତି କହିଛନ୍ତି । ସଭାପତି ଯାହା ଜଣାଇଛନ୍ତି, ଭାରତୀୟ ଜନତା ପାର୍ଟି ସେଥିରେ ବିଶ୍ୱାସ କରେ । ଯାହା କେନ୍ଦ୍ରୀୟ ନିଷ୍ପତ୍ତି ଆସିବ, ସେ ଅନୁସାରେ ଆମେ ଚାଲିବୁ … Continue reading ବିଜେପି ଏକା ଲଢିବା ସମ୍ଭାବନା