ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି: ରାହୁଲ ଗାନ୍ଧି

ହୋସିୟାରପୁର : ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ପଞ୍ଜାବର ହୋସିଆରପୁର ପହଞ୍ଚିଛି। ଏଠାରେ ସାମ୍ବାଦିକଙ୍କ ସହ ରାହୁଲ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ସାମ୍ବାଦିକମାନେ କଂଗ୍ରେସରେ ବଋଣ ଗାନ୍ଧିଙ୍କ ଯୋଗଦାନ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରାହୁଲ ମୋ ବିଚାରଧାରା ସହ ତାଙ୍କ ବିଚାରଧାରାର ମେଳ ହେଉ ନଥିବା କହିଛନ୍ତି। ରାହୁଲ କହିଛନ୍ତି ଯେ ମୁଁ ତାଙ୍କୁ କୋଳାଗ୍ରତ କରିପାରେ ଗଳାରେ ଲଗାଇପାରେ ହେଲେ ତାଙ୍କ ବିଚାର ଧାରା … Continue reading ବିଜେପି ନେତା ସେ ଆମର ଭାରତ ଯୋଡୋ ଯାତ୍ରାରେ ଚାଲି ପାରିବେନି: ରାହୁଲ ଗାନ୍ଧି