ଏକାଠି ଲଢିବେ ବିଜେପି-ଜେଡିଏସ୍‌

ଭୁବନେଶ୍ୱର: କର୍ଣ୍ଣାଟକରେ ଏକାଠି ଲଢିବେ ବିଜେପି ଓ ଜେଡିଏସ୍ । ୨୦୨୪ ଲୋକସଭା ନିର୍ବାଚନରେ ୨ ପ୍ରମୁଖ ଦଳ ଏକାଠି ଲଢିବେ । ଦୁଇ ଦଳଙ୍କ ବୁଝାମଣା ନେଇ ବିଜେପି ନେତା ୟେଦ୍ୟୁରପ୍ପାଙ୍କ ସୂଚନା ରହିଛି । ହୃଦଘାତରେ ଚାଲିଗଲା ‘ଜେଲର’ ର ଏହି ଆକ୍ଟରଙ୍କ ଜୀବନ