ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର:ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ବିଜେପି ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ ପାଇଁପ୍ରସ୍ତୁତି କରାଯାଇଛି । ଏହି ଦୁଇ ଦିନିଆ ଗସ୍ତରେ ସେ ରାଜ୍ୟ ସଂଗଠନକୁ ଶକ୍ତିଶାଳୀ କରିବା ନେଇ ଦଳୀୟ ନେତା ମାନଙ୍କସହ ବିଚାର ଆଲୋଚନା କରିବେ। ରାଜ୍ୟ ପ୍ରଭାରୀ … Continue reading ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ