27.1 C
Bhubaneswar
Tuesday, March 19, 2024
Homeଓଡିଶାବରୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଧକ୍କା

ବରୀ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଧକ୍କା

ଯାଜପୁର: ଯାଜପୁର ଜିଲା ରେ ବିଜେପି ର ସଙ୍ଘଠନ ସ୍ଥିତ ମଉଳି ଯାଉଛି ଟାଣୁଆ ନେତା ମାନେ ପଦ୍ମ ଛାଡି ଶଙ୍ଖ ଫୁଙ୍କି ଲେଣି ଜିଲା ର ବିଜେପି ର ପ୍ରମୁଖ ନେତା ମାନେ ବିଜେପି ର ପ୍ରତି ଆସ୍ଥା ହରାଇଲେଣି । ରାଜ୍ୟ ନେତୃବୃନ୍ଦ ଓ କେନ୍ଦ୍ର ସରକାର ଙ୍କ ଜନବିରୋଦୀ ନୀତି କୂ ସାଧାରଣ ଲୋକ ମାନେ ବିଜେପି କୂ ପସନ୍ଦ ନ କରି ମୁଁହ ବୁଲାଇବା ଆରମ୍ଭ କଲେଣୀ ବରୀ ନିର୍ବାଚନ ମଣ୍ଡଳୀ ରେ ବିଜେପି ସଫା ହେବା ର ପରିସ୍ଥିତି ଆସିଗଲାଣି l ଭାରତୀୟ ଜନତା ଦଳ ରୁ ଇସ୍ତଫା ଦେଲେ ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ। ତାଙ୍କ ସହିତ ବରୀ ବ୍ଲକ ଅଧକ୍ଷା ସୁବାସିନୀ ଶର୍ମା,ଉପାଧକ୍ଷ ରମେଶ ଭଞ୍ଜ ଏବଂ 24 ନମ୍ବର ଜିଲା ପରିଷଦ ସଦସ୍ୟ ରଂଜିତା ସାମଲ ପ୍ରମୁଖ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତେ ଆଜି ଦଳର ରାଜ୍ୟ ସଭାପତି ଙ୍କୁ ଏହି ଇସ୍ତଫା ପତ୍ର ପଠାଇଛନ୍ତି। ବିଶ୍ୱ ଆସନ୍ତା h27 ତାରିଖରେ ବିଜୁ ଜନତା ଦଳରେ ସାମିଲ ହେବା ନେଇ ଚର୍ଚା ହେଉଛି । ବିଶ୍ୱ ଗତ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଙ୍କ ଠାରୁ ପରାଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking