34.1 C
Bhubaneswar
Thursday, April 25, 2024
Homeଓଡିଶାବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ବାଲେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ଦଳ ପକ୍ଷରୁ ରବିବାର କୁହାଯାଇଛି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ଅଙ୍କ କଷା । ଏହାରି ମଧ୍ୟରେ ଆଜି ଓଡ଼ିଶାର ୨ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବାଲେଶ୍ୱର ସଦର ପାଇଁ ମାନସ ଦତ୍ତ ହୋଇଛନ୍ତି ବିଜେପି ପ୍ରାର୍ଥୀ । ମାନସ ଦତ୍ତ ହେଉଛନ୍ତି ବାଲେଶ୍ୱର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ । ସେହିପରି ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ରାଜକିଶୋର ବେହେରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking