ଚାର୍ଜସିଟରେ ସତ ନାହିଁ, ସିବିଆଇ ତଦନ୍ତ ଆବଶ୍ୟକ :ମୋହନ ମାଝୀ

 ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଇଛି କ୍ରାଇମବ୍ରାଂଚ ଭୁବନେଶ୍ୱର : ବହୁଚର୍ଚ୍ଚିତ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ୫୧୨ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଶେଷ ଦିନ ତଥା ଶେଷ ମୁହୁର୍ତରେ ଅତି ଚତୁରତାର ସହ ଗତ ୨୬ ତାରିଖ ଦିନ ଦାଖଲ କରାଗଲା । ଚାର୍ଜସିଟ୍ରେ କଣ ରହିଛି, ହତ୍ୟାକାଣ୍ଡର କାରଣ, ହତ୍ୟାକାଣ୍ଡର ପ୍ରକୃତ ଷଡଯନ୍ତ୍ରକାରୀ କିଏ ଏବଂ କାରଣ କଣ ପ୍ରସଙ୍ଗରେ କୈାଣସି ତଥ୍ୟ ନାହିଁ କି କୌଣସି ପ୍ରକାର ତଦନ୍ତ … Continue reading ଚାର୍ଜସିଟରେ ସତ ନାହିଁ, ସିବିଆଇ ତଦନ୍ତ ଆବଶ୍ୟକ :ମୋହନ ମାଝୀ