ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବଡୁଛି ବିଜେପି ଚିଡୁଚି

ଯାଜପୁର : ଯାଜପୁର ଜିଲ୍ଲା ରେ ବିଜେପି ସଂଗଠନ ଦିନ କୁ ଦିନ ଦୃର୍ବଳ ହୋଇପଡୁଛି l ବିଜେପି ଛାଡି ବିଜେଡ଼ି ରେ ସାମିଲ ହେଉଛନ୍ତି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କାୟା ବିସ୍ତାର କରି ମହାଦ୍ରୁମ ରେ ପରିଣତ ହେବାକୁ ଯାଉଛି କଂଗ୍ରେସ ଦଳ ଦିନ ଦିନ ରସା ତଳ କୁ ଯାଉଛି l ଦୁଇ ଦଳ ବିଜେପି ଓ କଂଗ୍ରେସ କୁ ରୋକ ଦେବା ପାଇଁ ପର୍ବ ତନ ଅର୍ଥ ମନ୍ତ୍ରୀ … Continue reading ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ବଡୁଛି ବିଜେପି ଚିଡୁଚି