ବିଜେଡି ଆଣିଲା ଇଭିଏମ ଟାମ୍ପରିଂ ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ ସ୍ଵଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ପ୍ରତିକ୍ରିୟା । ଇଭିଏମ, ଇସିଆଇର ସ୍ଵଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ। କହିଲେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ଭିତରେ ୫ କୋଟି ର ବ୍ୟବଧାନ ଅଛି। ୫୪୧ ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ । ୭୯ ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା । … Continue reading ବିଜେଡି ଆଣିଲା ଇଭିଏମ ଟାମ୍ପରିଂ ଅଭିଯୋଗ