ବିଜେଡିର ଦୋମୁହାଁ ନୀତି: ପବିତ୍ର ସାଉଁତା
ଭୁବନେଶ୍ୱର: ବର୍ଦ୍ଧିତ ଦରମାକୁ ନବୀନ ନନେବା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁତାଙ୍କ ପ୍ରତିକ୍ରିୟା । ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ କାହିଁକି ସମର୍ଥନ କଲା ପଚାରିଛନ୍ତି ବିଧାୟକ ପବିତ୍ର ସାଉଁତା । ସେ କହିଛନ୍ତି ଯେ ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ … Continue reading ବିଜେଡିର ଦୋମୁହାଁ ନୀତି: ପବିତ୍ର ସାଉଁତା
Copy and paste this URL into your WordPress site to embed
Copy and paste this code into your site to embed