27.1 C
Bhubaneswar
Friday, March 29, 2024
Homeଓଡିଶାବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ

ବାଲେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ବିଜେଡି ମିଶ୍ରଣ ପର୍ବ ହୋଇଛି । ବିଜେପି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ଘରୋଇ ବସ ମାଲିକ ସଂଘ ସମ୍ପାଦକ । ନରେନ୍ଦ୍ର ବିହାରୀ ଦାସଙ୍କ ସମେତ ଶତାଧିକ ସମର୍ଥକ ବିଜେଡିରେରେ ମିଶିଛନ୍ତି । ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେଡି ଉପ ସଭାପତି ଦେବୀ ମିଶ୍ର, ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ, ରବୀନ୍ଦ୍ର ଜେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking