40.1 C
Bhubaneswar
Thursday, April 25, 2024
Homeଓଡିଶାବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରିବେ ବିଜେଡି ଯୁବ ନେତା ଅରିନ୍ଦମ ରୟ

ବିଶାଳ ରକ୍ତ ଦାନ ଶିବିରର ଆୟୋଜନ କରିବେ ବିଜେଡି ଯୁବ ନେତା ଅରିନ୍ଦମ ରୟ

କଟକ : ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ଲୋକପ୍ରିୟ ବିଜେଡି ଯୁବ ନେତା ଶ୍ରୀ ଅରିନ୍ଦମ ରୟ, ୮ ଦିନ
ବ୍ୟାପୀ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରିବାକୁ ଯାଉଛନ୍ତି । ରାଜ୍ୟରେ ରକ୍ତର ଘୋର ଅଭାବକୁ ଦୂର
କରିବା ପାଇଁ ଏବଂ ମାନ୍ୟବର ମୁଖ୍ୟମବୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ  ଅରିନ୍ଦମ ରୟ ଦୀର୍ଘ ୮
ଦିନବ୍ୟାପି ଏହି ବିଶାଳ ରକ୍ତଦାନ ଅଭିଯାନ ଆରମ୍ଭ କରିବେ । ୧୪ରୁ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଓସିଏ କନଫରେନ୍ସ ହଲରେ
ଆୟୋଜିତ ହେବାକୁ ଥିବା ଏହି ରକ୍ତଦାନ ଶିବିରରେ ନିଜର ଶୁଭେଚ୍ଛୁଙ୍କ ଠାରୁ ଆରମ୍ଭ କରି ସମର୍ଥକ, ଯୁବ-ଛାତ୍ର, ମହିଳା
ଦଳୀୟ କର୍ମକଌଶଗ୍ଧ;ର୍ା ଏବଂ ଅନେକ ସ୍ୱେଚ୍ଛାସେବୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଶ୍ରୀ ରୟ ନିବେଦନ କରିଛନ୍ତି । ଏହି
ବିଶାଳ ରକ୍ତଦାନ ଶିବିର ୧୪ ମାର୍ଚ୍ଚରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହା ସହ ଆଗାମୀ ଦିନରେ ରକ୍ତର ଅଭାବକୁ ଦୂର
କରିବା ଲାଗି ସମସ୍ତ ସ୍ୱେଚ୍ଚାସେବୀଙ୍କୁ ଏଥିପାଇଁ ଆଗେଇ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି L

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking