ବିଜେଡି ଶହେ ବର୍ଷ ଯାଏଁ ରହିବ: ନବୀନ
ଭୁବନେଶ୍ୱର: ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶାସକ ଦଳକୁ ମଞ୍ଚରୁ କଡା କାଉଣ୍ଟର କରିଛନ୍ତି । ବିଜେଡି ଅଛି , ରହିବ ଏଭଳି କିଛି କହି କଡା କାଉଣ୍ଟର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଭାଙ୍ଗିବା ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ନବୀନ । କହିଛନ୍ତି, କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ରହିବ … Continue reading ବିଜେଡି ଶହେ ବର୍ଷ ଯାଏଁ ରହିବ: ନବୀନ
Copy and paste this URL into your WordPress site to embed
Copy and paste this code into your site to embed