ଭୁବନେଶ୍ୱର (ବିପିନ୍ ସିଂ): ନିର୍ବାଚନ ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ଭି.କେ ପାଣ୍ଡିଆନ୍, ପ୍ରଣବପ୍ରକାଶ ଦାସ(ବବି)ଙ୍କ ବିରୋଧରେ ଗପୁଥିବା ବିଜେପି ଏବେ ପୁରା ଚୁପ୍। ଚାରିମାସ ହେଲା ସରକାରକୁ ଆସିବା ପରେ ବିଜେଡିର ଜଣେ ହେଲେ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏଯାଏଁ ସଫଳ ହୋଇନାହିଁ। ଫଳରେ ବିଜେଡି ଏବେ ପାଲଟା ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଏପରିକି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡି … Continue reading ବିଜେପିକୁ ବିଜେଡିର ପାଲଟା ଆକ୍ରମଣ
Copy and paste this URL into your WordPress site to embed
Copy and paste this code into your site to embed