39.2 C
Bhubaneswar
Thursday, April 18, 2024
Homeଓଡିଶାଲେଖାଶ୍ରୀ ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି : ଏଲିନା

ଲେଖାଶ୍ରୀ ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି : ଏଲିନା

ବିଜେପି ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ନିଜ ଦଳ ମଧ୍ୟରେ ଅପ୍ରାସଙ୍ଗିକ ହୋଇପଡ଼ିଛନ୍ତି । ପିପିଲି
ଉପନିର୍ବାଚନ ଲଢ଼ିବା ପାଇଁ ବହୁତ ଦୌଡ଼ିଲା ପରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଲା ନାହିଁ । ସ୍ୱାଭାବିକ
ଭାବରେ ସେ ହତାଶ ଆଉ ନିରାଶ ହୋଇଯାଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଏଲିନା ଦାଶ କହିଛନ୍ତି ।
୨. ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ସକାଳୁ ସକାଳୁ ପ୍ରତିଦିନ ଗଣମାଧ୍ୟମକୁ ଡକେଇ କିଛି ଅବାନ୍ତର, ଭିତ୍ତିହୀନ,
ମିଥ୍ୟା ବକ୍ତବ୍ୟ ଦେଉଛନ୍ତି ।
୩. କରୋନା ଯୋଗୁଁ ସମସ୍ତ ଜନସାଧାରଣ ଚିନ୍ତିତ ଥିଲାବେଳେ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ହାଇଦର
ବିଷୟରେ ଆଇ ମା କାହାଣୀ ଶୁଣାଉଛନ୍ତି ଏବଂ ଶ୍ରୀମତୀ ସାମନ୍ତସିଂହାର ଲୋକହସା ହେଉଛନ୍ତି ।
୪. ଆମେ ଆଶା କରୁଛୁ ଭଗବାନ ଶ୍ରୀମତୀ ସାମନ୍ତସିଂହାରଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ଏବଂ ନିତିଦିନିଆ ବାଚାଳାମି
କରିବାରୁ ଯେ ସେ ଲୋକହସା ହେଉଛନ୍ତି ଏହା ସେ ବୁଝିପାରନ୍ତୁ ବୋଲି ଶ୍ରୀମତୀ ଦାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking