31.1 C
Bhubaneswar
Wednesday, April 24, 2024
Homeଓଡିଶା୩୦ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଲା ବିଜେଡି

୩୦ ମହିଳା ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ଦେଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ୩୦ଜଣ ମହିଳା ନେତ୍ରୀଙ୍କୁ ଜିଲ୍ଲା ମହିଳା କମିଟିର ପ୍ରଭାରୀ ବା ଇନଚାର୍ଜ ଭାବେ ନିଯୁକ୍ତ କରିଛି।
ଗୀତା ବସ୍ତିଆ-ଗଞ୍ଜାମ, ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର, ଉର୍ମିଲତା ଦାସ- ମୟୁରଭଞ୍ଜ, କସ୍ତୁରୀ ମହାପାତ୍ର- ଖୋର୍ଦ୍ଧା ଓ ଭୁବନେଶ୍ୱର, କଟକ- ପ୍ରଭାସିନୀ ଷଡ଼ଙ୍ଗୀ, ସୁନ୍ଦରଗଡ଼- ଜ୍ୟୋତି ପାଣିଗ୍ରାହୀ, ରାୟଗଡ଼ା- ସ୍ନିଗ୍ଧା ପାଣିଗ୍ରାହୀ, ବାଲେଶ୍ୱର- ଭାରତୀ ସିଂହ, ନୟାଗଡ଼, କୁଞ୍ଜଲତା ସାମଲ, ଜଗତସିଂହପୁର- ସଂଯୁକ୍ତ ମହଲା, ଅନୁଗୁଳ- ପୁଷ୍ପାଞ୍ଜଳି ରଣା, ବୌଦ୍ଧ-ବାସନ୍ତୀ ସିଂହ, ଭଦ୍ରକ-ସରୋଜିନୀ ମହାପାତ୍ର, ବଲାଙ୍ଗିର- ସରୋଜିନୀ ରାଜ, ବରଗଡ଼- ନିବେଦିତା ନାୟକ, ଦେବଗଡ଼- ବନଜା ମହାନ୍ତି, ଢ଼େଙ୍କାନାଳ- ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗଜପତି- ବାସନ୍ତୀ ମହାପାତ୍ର, ଝାରସୁଗୁଡ଼ା- ସାଗରିକା ମିଶ୍ର, ଯାଜପୁର- ରିଜୱାନା ବେଗମ୍, କଳାହାଣ୍ଡି- ସଂଯୁକ୍ତା ମହାନ୍ତି, କନ୍ଧମାଳ- ସଂଘମିତ୍ରା ଦଳେଇ, କୋରାପୁଟ- ମୀରା ପରିଡ଼ା, କେନ୍ଦ୍ରାପଡ଼ା- ମିତା ରାଉତ, ମାଲକାନଗିରି- ନିବେଦିତା ମହାନ୍ତି, ନବରଙ୍ଗପୁର- ସମ୍ପା ମଜୁମଦାର, ନୂଆପଡ଼ା- ରୁନୁ ଜେନା, ପୁରୀ- ସନ୍ଧ୍ୟା ବିଶ୍ୱାଳ, ସମ୍ବଲପୁର- ମିନତି ଦେବତା, ରଞ୍ଜୁଲତା ରାୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଥିବା ସୂଚନା ମିଳିଛି ।
୩୦ ବିଜେଡ଼ି ନେତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking