ବିଜେପିକୁ ବିଜେଡିର ସମର୍ଥନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ଓଡ଼ିଶାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଯାଇଛି । ବିଜେପିର କେନ୍ଦ୍ରୀୟ କମିଟି ଏହି ଘୋଷଣା କରିବା ପରେ ଅଶ୍ୱିନୀଙ୍କ ଜିତିବା ପାଇଁ ବିଜେଡି ସମର୍ଥନର ହାତ ବଢ଼ାଇଛି । ଏ ନେଇ ବିଜେଡି ରାଜ୍ୟର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଅଶ୍ୱିନୀଙ୍କ ଜିତିବା ପାଇଁ ବିଜେପିର ଆବଶ୍ୟକ ସଂଖ୍ୟା ନାହିଁ … Continue reading ବିଜେପିକୁ ବିଜେଡିର ସମର୍ଥନ