28.1 C
Bhubaneswar
Friday, March 29, 2024
Homeଓଡିଶାଦ୍ରୈାପଦୀଙ୍କୁ ସମର୍ଥନ ପାଇଁ ନବୀନଙ୍କ ଅପିଲ

ଦ୍ରୈାପଦୀଙ୍କୁ ସମର୍ଥନ ପାଇଁ ନବୀନଙ୍କ ଅପିଲ

ଭୁବନେଶ୍ୱର : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅପିଲ । ଟୁଇଟ୍ ଜରିଆରେ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ । ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ବ୍ୟକ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିସିକ୍ତ ହେବାକୁ ଯାଉଛନ୍ତି । ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପୁର୍ନ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବିଦେଶରେ ଥିବା ସ୍ୱତେ ସମର୍ଥନ ନେଇ ଘୋଷଣା କରିଛନ୍ତି ଏବଂ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବା ନେଇ ନିବେଦନ କରିଛନ୍ତି । ଏକଜାତୀୟ ରାଜନୀତିକ ମେଣ୍ଟ ପ୍ରାର୍ଥୀ ଘୋଷଣା କରିଥିବାବେଳେ ମାଟିର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking