ଲେଖାଶ୍ରୀଙ୍କୁ ନିର୍ବାଚନୀ ଗଣିତ ପଢ଼ାଇଲେ ଇପ୍‌ସୀତା

ଭୁବେନଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବୋଧହୁଏ ସ୍କୁଲରେ ପଢିଥିବା ସରଳ ଗଣିତ ପାଠ ଭୁଲି ଗଲେଣି । ନ ହେଲେ କଣ ସେ ଓଡ଼ିଶାରେ ବିଗତ ନିର୍ବାଚନ ଗୁଡିକରେ ବିଜୁ ଜନତା ଦଳ ସହ ଭାରତୀୟ ଜନତା ପାର୍ଟିର ପ୍ରଦର୍ଶନକୁ ତୁଳନା କରିଥାନ୍ତେ କି ବୋଲି କହିଛନ୍ତି ବେିଜଡ଼ି ମୁଖପାତ୍ର ଇପସୀତା ସାହୁ । ଆଜି ଲେଖାଶ୍ରୀଙ୍କ ମନ୍ତବ୍ୟ ଉପେର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ସେ ବୋଧହୁଏ ଜାଣି ନାହାନ୍ତି … Continue reading ଲେଖାଶ୍ରୀଙ୍କୁ ନିର୍ବାଚନୀ ଗଣିତ ପଢ଼ାଇଲେ ଇପ୍‌ସୀତା