30.1 C
Bhubaneswar
Wednesday, April 24, 2024
Homeଓଡିଶାବିଜେଡି ବରିଷ୍ଠ ନେତା ସିନିଅର ଘଡ଼ାଇ ଭିଡିଓ କନଫରେନ୍ସ ମାଧ୍ୟମରେ ସୁକିନ୍ଦା କର୍ମୀ ମାନଙ୍କ ସହ...

ବିଜେଡି ବରିଷ୍ଠ ନେତା ସିନିଅର ଘଡ଼ାଇ ଭିଡିଓ କନଫରେନ୍ସ ମାଧ୍ୟମରେ ସୁକିନ୍ଦା କର୍ମୀ ମାନଙ୍କ ସହ ଯୋଗାଯୋଗ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସମସ୍ୟା ଓ ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ପୂର୍ବ ତନ ଅର୍ଥ ମନ୍ତ୍ରୀ ଡଃ ପ୍ରପୁଲ ଚନ୍ଦ୍ର ଘଡ଼ାଇ ଭିଡିଓ କନଫରେନ୍ସ ମଧ୍ୟମ ରେ ସିଧାସଳଖ କଥା ବାର୍ତ୍ତା କରି ସମସ୍ୟା ସମାଧାନ କରିବାସଙ୍ଗେ ଯୁବ କର୍ମୀ ମାନଂକୁ ସଂଗଠନ ଓ ଜନ ସାଧାରଣ ଙ୍କ ସେବା ଦେବା ପାଇଁ ଗୁରୁ ମନ୍ତ୍ର ଦେଉଛନ୍ତି ।
ଯୁବକମାନେ ସେବା ମନୋବୃତ୍ତି ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ ଚନ୍ଦ୍ର ଘଡ଼ାଇ। ସଂଗଠନକୁ କିପରି କ୍ରିୟାଶୀଳ କରାଯିବ ସେ ସଂପର୍କରେ ଦାନଗଦି ବ୍ଲକ 10 ନମ୍ବର ଜୋନର ବିଜେଡି କର୍ମକର୍ତ୍ତାଙ୍କ ସହ ଭିଡ଼ିଓ କନଫରେନ୍ସ ରେ ଚର୍ଚ୍ଚା କରିଛନ୍ତି ପ୍ରଫୁଲ ଘଡ଼ାଇ। ଯୁବ, ମହିଳା,ଛାତ୍ର ସଂଗଠନ କର୍ମକର୍ତ୍ତା ନିୟମିତ ବୈଠକ କରି ଲୋକଙ୍କ ସମସ୍ଯାର ସମାଧାନ କରିବା ପାଇଁ ସ୍ଥିର ହୋଇଛି।ସୂଚନା ଯୋଗ୍ୟ ଯେ ବିଧାୟକ ଜୁନିଅର ଘଡ଼ାଇ ଙ୍କ କରୋନା ପେଜଟିଭ ବାହାରି ଥିବାରୁ ହୋମ କ୍ୱାରାନ୍ଟ ରହି ଛନ୍ତି l ବିଧାୟକ ଘଡ଼ାଇ ଙ୍କ ଆଶୁ ଆରୋଗ୍ୟ ପାଇଁ ବିଭିନ୍ନ ଦେବା ଦେବି ମନ୍ଦିର ରେ କର୍ମୀ ଓ ସମର୍ଥ କ ମାନେ ଯଂଜ୍ଞ ଦୀପ ଦାନ ପ୍ରାର୍ଥନା କରୁ ଥିବା ର ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking