ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ହେଉଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛି । ଯଦିଓ ସଂଖ୍ୟା ଦୃଷ୍ଟିରୁ ତୃତୀୟ ଆସନ ଜିତିବାର ସମ୍ଭାବନା ରହିଛି ତେବେ ଗତଥର ଭଳି ଏଥର ବିଜେପିକୁ ଛାଡ଼ିବ ବୋଲି ସୂଚନା ମିଳିଛି । ୩ଟି ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନରେ ନାମାଙ୍କନ ପତ୍ର ଦାଖଲ କରି ପରୋକ୍ଷରେ ଏହି ସୂଚନା ଦେଇଛି ଯେ ବିଜେପିକୁ ଗୋଟିଏ ଆସନ ମିଳିବ ବୋଲି … Continue reading ବିଜେଡି ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡ଼ିବା ସମ୍ଭାବନା