ବିଜେଡିର ମେନିଫେଷ୍ଟୋ ମିଛ : ସମୀର ମହାନ୍ତି

ଭୁବନେଶ୍ୱର : ବିଜୁଳି ବିଲ୍ ଛାଡ ନେଇ ବିଜେଡି ଇସ୍ତାହାରକୁ ମିଛ କହିଲା ବିଜେପି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ୨୪ ବର୍ଷ ହେଲା ବିଜୁଳି ଉପଭୋକ୍ତାଙ୍କୁ ଅଣଦେଖା କରାଯାଉଛି । ଆମ କୋଇଲା, ଆମ କାରଖାନା କିନ୍ତୁ ଚେନ୍ନାଇକୁ ଶସ୍ତାରେ ବିଜୁଳି । ୟୁନିଟ ପିଛା ଆମକୁ ୨.୮୪, ଚେନ୍ନାଇକୁ ୨.୫୩ ପଇସାରେ ବିକ୍ରି କରୁଛନ୍ତି । ଏହା କାହା ସ୍ୱାର୍ଥ ପାଇଁ କାମ ବୋଲି ପ୍ରଶ୍ନ … Continue reading ବିଜେଡିର ମେନିଫେଷ୍ଟୋ ମିଛ : ସମୀର ମହାନ୍ତି