ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡି ଷଷ୍ଠ ପର୍ଯ୍ୟାୟରେ ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ବଡଚଣାରୁ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଲା ଟିକେଟ । ବିଜେଡିର ବରିଷ୍ଠ ନେତା ତଥା ଦଳର ଜଣେ ପ୍ରତିଷ୍ଠାତା ବିଧାୟକ ଅମର … Continue reading ବିଜେଡି ତାଲିକା ; କଟିଲା ପ୍ରତିଷ୍ଠାତା ସଦସ୍ୟ ଅମରଙ୍କ ଟିକେଟ