32.1 C
Bhubaneswar
Thursday, March 28, 2024
Homeଓଡିଶାପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ଦଳ ନେତା

ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ଦଳ ନେତା

ନୂଆଦିଲ୍ଲୀ: ପୀୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ଦଳ ନେତା । ଆଜି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ ନେତା। ଆଜି ଅପରାହ୍ନରେ ବିଜେଡି ସଂସଦୀୟ ଦଳ ମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ବକେୟା ସବସିଡ୍ ଟଙ୍କା ପ୍ରଦାନ ଓ ବଳକା ଚାଉଳ ଉଠାଣ ପାଇଁ ଉଲ୍ଲେଖ କରାଯାଇଛି ।ତେବେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମୁନ୍ନା ଖାଁ, ଚନ୍ଦ୍ରାଣୀ ମୁର୍ମୁ, ଅନୁଭବ ମହାନ୍ତି ପ୍ରମୁଖ ବିଜେଡି ସଂସଦୀୟ ଦଳ ନେତା ଆଦି ଉପସ୍ଥିତ ଥିଲେ। ଏହା ସହ ବିଜେଡି ସାଂସଦ ଅଖା ଅଭାବ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ତେବେ ଓଡ଼ିଶାର ଦାବି ଉପରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking